Advertisement

ଆନ୍ଧ୍ର ୟୁନିଭେର୍ସିଟି (ବିଶାଖାପାଟଣା) କୁ ୨ ବର୍ଷୀୟା EQUIVALENT ମିଳିନାହିଁ I

ଆନ୍ଧ୍ର ୟୁନିଭେର୍ସିଟି (ବିଶାଖାପାଟଣା) କୁ ୨ ବର୍ଷୀୟା EQUIVALENT ମିଳିନାହିଁ I ଜୁନିଅର ଶିକ୍ଷକ ପାଇଁ BA , B.SC ପରେ B.COM ପିଲାମାନେ ଆର୍ଟ୍ସ ସହିତ ,B .TECH / BE / BCA ଯେକୌଣସି ବ୍ରାଞ୍ଚ ପିଲାମାନେ B .SC (MATH) ସହିତ ସମାନଭାବେ ସରକାରୀ ଚାକିରୀ କରିବେ I ଏଠି ଏମାନଙ୍କର +୨ ( ହାଇୟାର ସେକେଣ୍ଡାରୀ ) ରେ ଯେଉଁ ସ୍କୁଲ ବା କଲେଜ ପାଠ୍ୟକ୍ରମ ୨୦୦ ମାର୍କ ର ଅଛି ,ତାହାକୁ ପ୍ରାଥମିକତା ଦିଆଯିବ ଏବଂ ଗ୍ରହଣ କରାଯିବ I NCTE ଓ ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଏହାକୁ ମଧ୍ୟ ଗ୍ରହଣ କରାଯାଇଛି Iଯେଉଁ ମେଧାବୀ ଛାତ୍ରଛାତ୍ରୀମାନେ NCTE ର ଗାଇଡ଼ଲାଇନ ଅନୁସାରେ ପାଠ୍ୟକ୍ରମ କମ୍ପ୍ଲିଟ କରିଛନ୍ତି ବା କରୁଛନ୍ତି I ଏଥିପାଇଁ ଛାତ୍ରଛାତ୍ରୀମାନଙ୍କର ସରକାରୀ ଚାକିରୀ କ୍ଷେତ୍ରରେ କୌଣସି ଅସୁବିଧା ନାହିଁ I

B.COM,BCA ଓ B.TECH ପିଲାମାନେ ବି.ଏଡ଼ କରି ସରକାରୀ ଚାକିରୀ କରିପାରିବେ,

Post a Comment

0 Comments